Jump to content

ବଭ୍ରୁବାହନ

ଉଇକିଅଭିଧାନ‌ରୁ

ବଭ୍ରୁବାହନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଚିତ୍ରାଙ୍ଗଦା ଗର୍ଭରେ ଅର୍ଜୁନଙ୍କ ଔରସ ଜାତ ପୁତ୍ର; ଆସାମ ଦେଶସ୍ଥ ମଣିପୁରର ରାଜା — Name of a son Arjuna, who ruled in Maṇipur (Assam)

ପୁଣି ସେ ଚିତ୍ରାଙ୍ଗଦା କନ୍ୟା ଠାକୁ ଗଲେ ବଭ୍ର୍ମ ବାହନଟି ତହିଁରୁ ଉପୁଜିଲେ କୃଷ୍ଣସିଂହ, ମହାଭାରତ, ଆଦି