Jump to content

ବମନୀୟ

ଉଇକିଅଭିଧାନ‌ରୁ

ବମନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବମ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]

ବମନ କରାଯିବାର ଯୋଗ୍ୟ —Fit to be vomited

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମାଛି —A fly.