ବମାଲ୍
ଦେଖଣା
ବମାଲ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ଅ (କଚିରିଆ) (ଫାରାସୀ - ବମାଲ୍)
[ସମ୍ପାଦନା]ଚୋରମାଲ ସହିତ — With the stole property.
ବମାଲ ଗ୍ରେପ୍ତାର ଆଉ କଣ ରକ୍ଷା ଅଛି? ଚଣ୍ଡିଆର କଠିନ ପରିଶ୍ରମ ସହିତ ମିଆଦି ଦେଢ଼ବର୍ଷ—ଫକୀରମୋହନ, ଗଳ୍ପସ୍ୱଳ୍ପ
ବିଶେଷ୍ୟ - (କଚିରିଆ)
[ସମ୍ପାଦନା]ଚୋରାମାଲ —Stolen property.