Jump to content

ବମି

ଉଇକିଅଭିଧାନ‌ରୁ

ବମି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବମ୍ୱି—ଅନ୍ୟରୂପ)

ସଂସ୍କୃତ - ବି—(ବମ୍ ଧାତୁ+ ଭାବ. ଇ)

[ସମ୍ପାଦନା]
୧. ବମନ —୧. Vomiting.
୨. (କର୍ତ୍ତୃ. ଇ) ବହ୍ନି; ଅଗ୍ନି —୨. Fire.
୩. ଠକ; ଧୂର୍ତ୍ତବ୍ୟକ୍ତି —୩. A cheat.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ମ୍ମି)

[ସମ୍ପାଦନା]

ସର୍ପାକୃତ ଥଣ୍ଟଯୁକ୍ତ ଏକପ୍ରକାର ମାଛ —A fresh water tubular fish; bill fish; Tylosurus Longirostris.

[ଦ୍ରଷ୍ଟବ୍ୟ —ଏହା କୃଷ୍ଣବର୍ଣ୍ଣ ଓ ତୋଡ଼ିମାଛ ଅପେକ୍ଷା ବଡ଼ ଏମାନେ ଲମ୍ୱରେ ଏକ ହାତ ଓ ବ୍ୟାସରେ ୨ ଌଞ୍ଚ ପର୍ଯ୍ୟନ୍ତ ବଢ଼ନ୍ତି ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଗୁରୁ ସ୍ନିଗ୍ଧ ଓ ବାୟୁ ଏବଂ ଶ୍ଲେଷ୍ମ ପ୍ରକୋପକ]