ବମିମୁହାଁ
(ବମିମୁହୀଁ—ସ୍ତ୍ରୀଲିଙ୍ଗ)
ବମି ମାଛ ପରି ଯେଉଁ ଲୋକର ଓଠ ଗୋଜା; ଛୁଞ୍ଚିମୁହାଁ —Having one's lips pointed.
[ଦ୍ରଷ୍ଟବ୍ୟ —ଏପରି ଲୋକ ଚୂପ୍ସଇତାନ୍ ହୁଅନ୍ତି]