ବମ୍ଭର
ଦେଖଣା
ବମ୍ଭର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବମ୍ଭର
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବିବର)
[ସମ୍ପାଦନା]ଗଭୀର ଗର୍ତ୍ତ — Deep hole; abyss.
ବମ୍ଭର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ବମ୍ଭ=ଅନୁକରଣ ଶବ୍ଦ+ରା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ମଧୁମକ୍ଷିକା —Bee.
ବମ୍ଭର
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବି—(ସଂସ୍କୃତ - ବିବର)
[ସମ୍ପାଦନା]- ୧. ଗହ୍ୱର; ବିବର —୧. Hole.
[ଉ—ସୁଚିରକାଳ ଥାଇ ଜଳେ, ନାସାବିମ୍ୱର ବାୟୁ ବଳେ ଜଗନ୍ନାଥ. ଭାଗବତ]
- ୨. ବଡ଼ ବଡ଼ ମାଛ ଡ଼ିମ୍ୱ ପାରିବା ପାଇଁ ଜଳାଶୟ ଗର୍ଭରେ କରିଥିବା ଗାତ —୨. Holes made by big fishes in the bottom of tanks for laying eggs or roe.
- ୩. କୂଅର ତଳିରେ ଫୁଟିଯିବା ଜଳୋଦ୍ଗାରକ ଗର୍ତ୍ତ —୩. A hole in the bottom of a well through which the subterranean water up.