Jump to content

ବମ୍ୱର

ଉଇକିଅଭିଧାନ‌ରୁ

ବମ୍ୱର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବିବର)

[ସମ୍ପାଦନା]

ଗଭୀର ଗର୍ତ୍ତ — Deep hole; abyss.



ବମ୍ୱର

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ବି—(ସଂସ୍କୃତ - ବିବର)

[ସମ୍ପାଦନା]
୧. ଗହ୍ୱର; ବିବର —୧. Hole.

[ଉ—ସୁଚିରକାଳ ଥାଇ ଜଳେ, ନାସାବିମ୍ୱର ବାୟୁ ବଳେ ଜଗନ୍ନାଥ. ଭାଗବତ]

୨. ବଡ଼ ବଡ଼ ମାଛ ଡ଼ିମ୍ୱ ପାରିବା ପାଇଁ ଜଳାଶୟ ଗର୍ଭରେ କରିଥିବା ଗାତ —୨. Holes made by big fishes in the bottom of tanks for laying eggs or roe.
୩. କୂଅର ତଳିରେ ଫୁଟିଯିବା ଜଳୋଦ୍ଗାରକ ଗର୍ତ୍ତ —୩. A hole in the bottom of a well through which the subterranean water up.