Jump to content

ବମ୍ୱା

ଉଇକିଅଭିଧାନ‌ରୁ

ବମ୍ୱା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବୋମ୍ୱା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (କାନାଡ଼ୀ—ବମ୍ୱୁ. ଇଂରାଜୀ - ବାମ୍ୱୁ; ଆ ମମ୍ୱା=ନଳ)

[ସମ୍ପାଦନା]
୧. ନଳାକାର ଖୁଣ୍ଟ —୧. A tubular post.

[ଦ୍ରଷ୍ଟବ୍ୟ —ସରକାରୀ ରାଜସ୍ୱ ବନ୍ଦୋବସ୍ତ (ସେଟଲ୍ମେଣ୍ଟ) ସମୟରୁ ଏ ଶବ୍ଦ ଏ ଦେଶରେ ପ୍ରଚଳିତ ଏହା ମଉଜାମାନଙ୍କ ସୀମା ନିର୍ଦ୍ଦେଶ କରିବା ନିମନ୍ତେ ପୋତାଯିବା ଖୁଣ୍ଟ ପ୍ରଥମେ ଏହା ବାଉଁଶ କୀଳାରେ ହେଉଥିଲା, କିନ୍ତୁ ପରେ ଏ ଚିହ୍ନକୁ ଚିରସ୍ଥାୟୀ କରିବା ନିମନ୍ତେ ପୋଡ଼ା ମାଟିର ବା ଲୁହାର ନଳାକାର କୀଳା ଏହି ଉଦ୍ଦ୍ୟେଶରେ ବ୍ୟବହୃତ ହୋଇ ଭୁମିରେ ପୋତା ହେଲା]