Jump to content

ବମ୍ୱାଜି

ଉଇକିଅଭିଧାନ‌ରୁ

ବମ୍ୱାଜି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବମ୍ୱାଜି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଇଂରାଜୀ - ବମ୍ୱ୍)

[ସମ୍ପାଦନା]

ତୋପବାଜୀ; ବାଣବିଶେଷ — Firework producing bomblike report.

[ଦ୍ରଷ୍ଟବ୍ୟ —ଏହା ବାରୁଦ ଖୁନ୍ଦା ଯାଇଥିବା ପିଣ୍ଡ ବାଉଁଶ ନଳ ମଧ୍ୟରେ ବାରୁଦ ଖୁନ୍ଦା ହୋଇ ନଳ ଉପରେ ଦୃଢଭାବରେ ଛଣପଟ ଦଉଡ଼ି ଗୁଡ଼ା ଯାଇଥାଏ ଏଥିରେ ନିଆଁ ଲାଗିଲେ ତୋପ ପରି ଶବ୍ଦ କରେ]