ବମ୍ୱେଇ
ଦେଖଣା
ବମ୍ୱେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବମ୍ୱାଇ, ବମ୍ୱେ, ବୋମ୍ୱାଇ, ବୋମ୍ୱେ, ବୋମ୍ୱେଇଅନ୍ୟରୂପ
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଭାରତର ପଶ୍ଚିମ ଉପକୂଳସ୍ଥ ପ୍ରଦେଶ ଓ ରାଜଧାନୀ —Bombay Presidency and capital town.
[ଦ୍ରଷ୍ଟବ୍ୟ —ପୁରାକାଳର ଏହା ସମୁଦ୍ରମଧ୍ୟସ୍ଥ କ୍ଷୁଦ୍ର କ୍ଷୁଦ୍ର ଦ୍ୱୀପପୁଞ୍ଜର ସମଷ୍ଟି ଥିଲା ଇଂରେଜମାନେ ଲବଣ— ଜଳପୂର୍ଣ୍ଣ ସ୍ଥାନମାନ ମୂର୍ତ୍ତିକାରେ ପୂର୍ଣ୍ଣ କରି କେତେକ ଗୁଡ଼ିଏ ଦ୍ୱୀପକୁ ମିଶାଇ ଏ ସହରର ଭିତ୍ତି ସ୍ଥାପନ କଲେ ଭୂଲେଶ୍ୱର ନାମକ ସ୍ଥାନରେ ପ୍ରତିଷ୍ଠିତ ମୁମ୍ୱା ଦେବୀଙ୍କ ନାମାନୁସାରେ ଏ ସହରର ନାମ ହିନ୍ଦୀରେ ମୁମ୍ୱାଇ ଓ ଅନ୍ୟ ଭାଷାରେ ବମ୍ୱାଇ, ବମ୍ୱେଇ ଓ ଇଂରାଜିରେ 'ବମ୍ୱେ' ହୋଇ ଅଛି ଏହା ବର୍ତ୍ତମାନ ଭାରତବର୍ଷରେ ଗୋଟିଏ ସମୃଦ୍ଧିଶାଳୀ ନଗର ମଦନମୋହନ— ତୀର୍ଥଦର୍ଶନ]