ବମ୍ୱେଟିଆ
ଦେଖଣା
ବମ୍ୱେଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବମ୍ୱେଟିଆ
|
(ବୋମ୍ୱାଟିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ଇଂରାଜୀ - ବମ୍ୱାର୍ଡ଼ି ଆର୍)
[ସମ୍ପାଦନା]- ୧. ଗୋଲନ୍ଦାଜ ସୈନ୍ୟ —୧. Bombardier.
[ଦ୍ରଷ୍ଟବ୍ୟ —ପର୍ତ୍ତୃଗୀଜ ବା ଫିରିଙ୍ଗୀ ଜଳଦସ୍ୟୁମାନେ ବଙ୍ଗୋପକୂଳକୁ ଆକ୍ରମଣ
କରିବା ସମୟରୁ ଏ ଶବ୍ଦ ବଙ୍ଗଭାଷାରେ ପ୍ରବେଶ କରିଅଛି ଓ ଓଡ଼ିଆମାନେ ବଙ୍ଗଦେଶକୁ ଯାଇ ତେଣୁ ଏ ଶବ୍ଦକୁ ଆଣି ଆମ ଭାଷାରେ ପୁରାଇ ଅଛନ୍ତି]
- ୨. ନଦୀ ଓ ସମୁଦ୍ରର ଡକାଇତ; ଜଳଦସ୍ୟୁ —୨. Pirate.
ଦେଶଜ - ବିଶେଷଣ -
[ସମ୍ପାଦନା]ଧପ୍ପାଦିଆ; ଧପ୍ପାବାଜୀ — Fraudulent; deceitful.