Jump to content

ବରଂ

ଉଇକିଅଭିଧାନ‌ରୁ

ବରଂ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ବରଂଚ—ଅନ୍ୟରୂପ)

ସଂସ୍କୃତ - ଅ.—(ବୃ ଧାତୁ=ଆବରଣ କରିବା+ଅମ୍)

[ସମ୍ପାଦନା]
୧. ଏକ ପକ୍ଷରେ —୧. On the one hand.

ବରଂ ନିବାସ ଭଲ ରଣ କ୍ଷେତ୍ରରେ ଭୟରେ ସଦା ଯହିଁ ହୃଦୟ ଥରେ, କିନ୍ତୁ ଏ ଭୀମ ସ୍ଥଳେ ରାଜ୍ୟ ପ୍ରାପତି ଅଟଇ ମୋ ବିଚାରେ ଅଧମ ଗତି ମଧୁସୂଦନ ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ

୨. ଅଧିକନ୍ତୁ —୨. Moveover.
୩. ଅପେକ୍ଷାକୃତ ଉତ୍କୃଷ୍ଟ ବା ଉତ୍ତମ —୩. Rather good.
୪. ଇଚ୍ଛାର ବିଷୟୀ— ଭୂତ —୪. Desirable; optional
୫. ଅନ୍ୟ ବିଷୟ ଅପେକ୍ଷା ଶ୍ରେୟସ୍କର —୫. Preferable to another matter.