ବରକତି
ଦେଖଣା
ବରକତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ବର୍କତ୍=ବୃଦ୍ଧି)
[ସମ୍ପାଦନା]- ୧. ପ୍ରାଚୁର୍ଯ୍ୟ — ୧. Plenty.
- ୨. ସୌଭାଗ୍ୟ —୨. Good fortune.
- ୩. ମଙ୍ଗଳ — ୩. Bliss.
- ୪. ଉନ୍ନତି; ଶ୍ରୀବୃଦ୍ଧି; ବଡ଼ତି — ୪. Prosperity.
ନିୟତିରେ ବରକତି; ନିୟତରେ ବରକତ—ଢଗ
- ୫. ସଫଳତା —୫. Success.
- ୬. ବୃଦ୍ଧି —୬. Increase.
- ୭. ପୂର୍ଣ୍ଣତା —୭. Fullness; completion.