Jump to content

ବରକନ୍ଦାଜ୍

ଉଇକିଅଭିଧାନ‌ରୁ

ବରକନ୍ଦାଜ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବର କନ୍ଦାର, ବର୍କନ୍ଦାଜ୍(ର୍), ବର୍କନ୍ଦାଜ୍(ର୍)ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଆ ଓ ଫ. ବର୍କନ୍ଦାଜ୍; ଆରବୀ ବରକ୍ =ବିଦ୍ୟୁତ୍ ବଜ୍ର ବା ଆଗ୍ନେୟାୟାସ୍ତ୍ର+ଆନ୍ଦାଜ୍ ପ୍ରତ୍ୟୟ=ନିକ୍ଷେପକ; ବଜ୍ର ନିକ୍ଷେପକ ଯୋଦ୍ଧା; ଯେ ଆଗ୍ନେୟାସ୍ତ୍ର ବା ବନ୍ଧୁକ ଧରି ପ୍ରଭୂଙ୍କ ସଙ୍ଗରେ ଯାଏ ତୁଳନା କର ସଂସ୍କୃତ - ପରିଷ୍କନ୍ଦ=ଅନ୍ତଃ ପୁରର ରକ୍ଷକ)

[ସମ୍ପାଦନା]
୧. ଚପରାସୀ; ପିଆଦା —୧. Peon.

ଦେଲା ଦାନି ନାନା ସଜା ସବୁ ଜାତି ତୁଲ ବଜାଇବାହାର ହୋଇଲା ବରକନ୍ଦାଜ ବ୍ରଜନାଥ, ସମର ତରଙ୍ଗ

୨. ଅର୍ଦ୍ଦଳୀ; କନିଷ୍ଟବଲ୍ —୨. An orderly; constable.

x x x ଲାଉ କଖାରୁ ପୁଞ୍ଜାଏ ମନସି ଜମାଦାର ବରକନ୍ଦାଜ ସକାଶେ ନେବାରତ ସୁବାମତି କଥା ଫକୀରମୋହନ, ଛମାଣ ଆଠଗୁଣ୍ଠ

୩. ସିପାଇ; ପଦାତିକ —୩. A foot soldier.
୪. ବନ୍ଧୁକ ଧାରୀ ପ୍ରହରୀ —୪. Wastchman armed with a gun.
୫. ଯଷ୍ଟିଧାରୀ ପ୍ରହରୀ —୫. A guardsman armed with a baton.