Jump to content

ବରକ୍

ଉଇକିଅଭିଧାନ‌ରୁ

ବରକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ପତ୍ର; ପର୍ଣ୍ଣ —୧. Leaf of a tree.
୨. ପୁସ୍ତକର ପତ୍ର —୨. Leaf of a book.
୩. ସୁନା ରୁପାର ଖୁବ୍ ପତଳା ପତ୍ର; ତବକ (ଯାହା ମିଠାଇ ଆଦି ଉପରେ ଜଡ଼ା ଯାଏ) —୩. Very thin leaf of gold or silver.