ବରଖାସ୍ତ୍
ଦେଖଣା
ବରଖାସ୍ତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ବର୍ଖାସ୍ତ୍)
[ସମ୍ପାଦନା]- ୧. ପଦଚ୍ୟୁତ; ଡିସ୍ମିସ୍ ହୋଇଥିବା; କାର୍ଯ୍ୟରୁ ମାଦୁଲ୍ ହୋଇ ଥିବା —୧. Dismissed; removed from a post or service.
- ୨. କାର୍ଯ୍ୟରହିତ କରାଯିବା (କଚିରି) —୨. Stopped from working; closed (said of an office or court).
ପାଗ ବାନ୍ଧୁ ବାନ୍ଧୁ କଚିରି ବରଖାସ୍ତ ଢଗ
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. କାର୍ଯ୍ୟଚ୍ୟୁତ; ଚାକିରିରୁ ମାଦୁଲ୍ ହେବା — ୧. Dismissal; removal from service.
- ୨. କଚିରିର କାର୍ଯ୍ୟ ବନ୍ଦ ହେବା —୨. Closing of court.