ବରଖାସ୍ତ କରିବା
ଦେଖଣା
ବରଖାସ୍ତ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରଖାସ୍ତ କରିବା
|
ଦେଶଜ - କ୍ରି. (ଫାରାସୀ - ବରଖାସ୍ତ୍)
[ସମ୍ପାଦନା]- ୧. (କୌଣସି ବ୍ୟକ୍ତିକୁ) ପଦଚ୍ୟୁତ କରିବା; ଡିସ୍ମିସ୍ କରିବା; ମାଦିଲ୍ କରିବା —To dismess or remove a person from service.
- ୨. (କଚେରି ଆଦିର) କାମ ବନ୍ଦ କରିବା —୨. To close; to stop the working of (a court of office).