ବରଖିଲାପ
ଦେଖଣା
ବରଖିଲାପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବରଖିଲାପ
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବର୍ଖିଲାଫ୍=ପ୍ରତିକୂଳ)
[ସମ୍ପାଦନା]- ୧. କାର୍ଯ୍ୟରେ ହେଳା — ୧. Negligence; neglect of duty
- ୨. ଅମଙ୍ଗଳ —୨. Adversity.
- ୩. ଅସଙ୍ଗତି — ୩. Incongruity.
ବୈଦେଶିକ - ବିଶେଷଣ - (ଫାରାସୀ - ବରଖିଲାଫୀ)
[ସମ୍ପାଦନା]- ୧. ଓଲ୍ଟା; ବିପରୀତ — ୧. Opposite; adverse; contrary.
- ୨. ଅମଙ୍ଗଳ— ଜନକ —୨. Leading to adversity.
- ୩. ଅସଙ୍ଗତ — ୩. Incongruous.