ବରଗଡ଼ା
ଦେଖଣା
ବରଗଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ବଟା)
[ସମ୍ପାଦନା]ଏକପ୍ରକାର ଛୁଇଁ —A kind of bean; Vigna Semensis.
[ଦ୍ରଷ୍ଟବ୍ୟ —ଏ ଲତା ଶିମ୍ୱ ଗଛ ପରି ମାଡ଼େ, ଏହାର ପତ୍ର ଶିମ୍ୱ ପରି କିନ୍ତୁ ମୋଟା ଓ ଲମ୍ୱ, ଏ ଲତା ଓ ଛୁଇଁ ୨ ପ୍ରକାର—ଧଳା ଓ କଳା ବା ନାଲି ମିଶ୍ରିତ କଳା ଏହାର ଛୁଇଁକୁ ଓ ଛୁଇଁ ଭିତରର ମଞ୍ଜିକୁ ତରକାରି କରି ଖାଆନ୍ତି]