ବରଗଣ
ଦେଖଣା
ବରଗଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା)
[ସମ୍ପାଦନା]- ୧. ପ୍ରେରଣ; ପଠାଇବା; ବରଗିବା — ୧. Sending; emitting; to discharge (Apte)
ମହିଷମାନଙ୍କୁ ସେ ବରଗଣ କଲେ ସବୁ ଗିରିମାନଙ୍କ ଭଙ୍ଗାର ଯ ଦେଲେ କୃଷ୍ଣସିଂହ. ମହାଭାରତ ବନ
- ୨. ଦୂତ ପ୍ରେରଣ —୨. Sending of emissaries or messengers.
ଚାରଣେ ବରଗଣ ଗଣ କରେ ସୁଲଗ୍ନ ବିଖ୍ୟାତ ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୩. ଦୁରଦେଶରେ କୌଣସି କାର୍ଯ୍ୟ କରିବା ପାଇଁ କୌଣସି ସ୍ଥାନକୁ ଯିବା ନିମନ୍ତେ କୌଣସି ବ୍ୟକ୍ତିର ନିଯୁକ୍ତି — ୩. Deputation of a person to do some work at a distant place.
ବରଗଣ ପଡ଼ିଲେ ଲୁଚାଇ ଯେ ଲୋକ ତାକୁ ନ କରିବ ହେ ରାଜନ ସେବକ କୃଷ୍ଣସିଂହ. ମହାଭାରତ ଶାନ୍ତି
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ବିଦେଶ ବାସ; ପ୍ରବାସ —Sojourn.
ମୋ ନାଆଁଟି ଶୁଆ, ମୁଁ ଦାନ୍ତରେ କାଟଇ ଗୁଆ ମୋ ଦାନ୍ତ କଟା ଗୁଆ କିଏ ଖାଇ ବଲୋ ! ସ୍ୱାମୀ ଗଲେ ବରଗଣ ଗଡ଼ଜାତ. କାହାଣୀ ଗୀତା