Jump to content

ବରଗଣା

ଉଇକିଅଭିଧାନ‌ରୁ

ବରଗଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ବୃଜ୍ ଧାତୁ=ଉତ୍ସର୍ଗ କରିବା; ତ୍ୟାଗ କରିବା)

[ସମ୍ପାଦନା]
୧. ପ୍ରେରଣ; ପଠାଇବା; ବରଗିବା — ୧. Sending; emitting; to discharge (Apte)

ମହିଷମାନଙ୍କୁ ସେ ବରଗଣ କଲେ ସବୁ ଗିରିମାନଙ୍କ ଭଙ୍ଗାର ଯ ଦେଲେ କୃଷ୍ଣସିଂହ. ମହାଭାରତ ବନ

୨. ଦୂତ ପ୍ରେରଣ —୨. Sending of emissaries or messengers.

ଚାରଣେ ବରଗଣ ଗଣ କରେ ସୁଲଗ୍ନ ବିଖ୍ୟାତ ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ

୩. ଦୁରଦେଶରେ କୌଣସି କାର୍ଯ୍ୟ କରିବା ପାଇଁ କୌଣସି ସ୍ଥାନକୁ ଯିବା ନିମନ୍ତେ କୌଣସି ବ୍ୟକ୍ତିର ନିଯୁକ୍ତି — ୩. Deputation of a person to do some work at a distant place.


ବରଗଣ ପଡ଼ିଲେ ଲୁଚାଇ ଯେ ଲୋକ ତାକୁ ନ କରିବ ହେ ରାଜନ ସେବକ କୃଷ୍ଣସିଂହ. ମହାଭାରତ ଶାନ୍ତି

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବିଦେଶ ବାସ; ପ୍ରବାସ —Sojourn.

ମୋ ନାଆଁଟି ଶୁଆ, ମୁଁ ଦାନ୍ତରେ କାଟଇ ଗୁଆ ମୋ ଦାନ୍ତ କଟା ଗୁଆ ଖାଇ ବଲୋ ! ସ୍ୱାମୀ ଗଲେ ବରଗଣ ଗଡ଼ଜାତ. କାହାଣୀ ଗୀତା