Jump to content

ବରଗି

ଉଇକିଅଭିଧାନ‌ରୁ

ବରଗି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବର୍ଗୀ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବାର୍ଗୀର୍=ଘାସିଆରା; ଘୋଡ଼ା ସହିସର ସହାୟକ ଭୃତ୍ୟ; ତୁଳ. ସଂସ୍କୃତ - ବର୍ଗ=ଦଳ; ଏମାନେ ଦଳବଦ୍ଧ ହୋଇ ଆକ୍ରମଣ କରୁଥିବାରୁ)

[ସମ୍ପାଦନା]

ମହାରାଷ୍ଟ୍ରୀୟଅଶ୍ୱାରୋହୀ ଦେଶଲୁଣ୍ଠନକାରୀ ସେନା —Marhatta horseman or freebooters.

ବରଗି ଓଡ଼ିଆ କଲେ ଅମଳ ସରବରା ଦେଉଥିଲେ ଭୂପାଳ ବ୍ରଜନାଥ—ସମତରଙ୍ଗ

[ଦ୍ରଷ୍ଟବ୍ୟ —ଏମାନେ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦିରେ ଓଡ଼ିଶାର ଓ ବଙ୍ଗଦେଶର ଗ୍ରାମ ଓ ନଗରମାନ ଆକ୍ରମଣ ଓ ଲୁଣ୍ଠନ କରି ଆଧିବାସୀମାନଙ୍କୁ ବ୍ୟତିବ୍ୟସ୍ତ କରୁଥିଲେ ବର୍ଗ ବା ଦଳ ବାନ୍ଧି ଘୋଡ଼ା ଚଢ଼ି ଏମାନେ ରାଜ୍ୟ ଆକ୍ରମଣ କରୁଥିଲେ]