Jump to content

ବରଗ ବରଗ

ଉଇକିଅଭିଧାନ‌ରୁ

ବରଗ ବରଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବର୍ଗ)

[ସମ୍ପାଦନା]
୧. ବହୁ ଦଳ; ସମୂହ ସମୂହ; ଦଳ ଦଳ —୧. Several groups of
୨. ଭିନ୍ନ ଭିନ୍ନ ଜାତିର —୨. Of various kinds.
୩. ଅସଂଖ୍ୟ —୩. Countless.

ବରଗ ବରଗ ସୁମନା ଉତ୍ପଫଲ କାର କେକି ପୀତାମ୍ୱର ଭଞ୍ଜ. ବୈଦେହୀଶିଳାସ

୪. ଶ୍ରେଣୀବିଭାଗ —୪. Classification.