Jump to content

ବରଚୀନ

ଉଇକିଅଭିଧାନ‌ରୁ

ବରଚୀନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ବର+ଚୀନ)

[ସମ୍ପାଦନା]

ଅତି ସୂକ୍ଷ୍ମ; ଅତି ପତଳା (ଲୁଗା) —Very thin (cloth).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅତି ପତଳା ଲୁଗା; ଚୀନାଂଶୁକ —Very thin cloth.


ବଳଚୀନ ଜଡ଼ି ଅଙ୍ଗେ ଧଡ଼ିଥିବାରୁ ପୀତାଅମ୍ୱର ଭଞ୍ଜ—ବୈଦେହୀଶବିଳାସ