Jump to content

ବରଛା

ଉଇକିଅଭିଧାନ‌ରୁ

ବରଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବର୍ଚ୍ଛା, ବର୍ଚ୍ଛିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ରଶ୍ଚ୍ ଧାତୁ=କାଟିବା, ଚିରିବା)

[ସମ୍ପାଦନା]

ବଲମ; ଭଲ୍ଲାସ୍ତ୍ର; ତେଣ୍ଟା —Sper; lance.

ଯେଉଁଦିନୁ ମୋତେ ସେ କଲତୁକିନୀ ରସେ ନେତ୍ରାନ୍ତ ବରଛିଲେ ଭୂଷିଲାରେ କିବିସୂର୍ଯ୍ୟ. ସଙ୍ଗୀତ

[ଦ୍ରଷ୍ଟବ୍ୟ —ଖଣ୍ଡିଏ ମୁନିଆଁ ଲମ୍ୱ ଲିହା କଣ୍ଟା ଲମ୍ୱ ବାଉଁଶ ବା କାଠର ଅଗରେ ମରାଯାଇ ବରଛା କରାଯାଇଥାଏ]