Jump to content

ବରଜି

ଉଇକିଅଭିଧାନ‌ରୁ

ବରଜି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବରଜିଆ, ବର୍ଜି, ବର୍ଜିଆ—ଅନ୍ୟରୂପ)

(ବରଜିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ -

[ସମ୍ପାଦନା]

ପାନରା; ଯେଉଁମାନେ ବରଜ କରି ପାନ ଗଛ ଆବାଦ କରନ୍ତି —Growers of betal in plantations.

[ଦ୍ରଷ୍ଟବ୍ୟ —ପାନରାମାନ ପାନ ବିକ୍ରି କରନ୍ତି ଓ ବରଜିମାନ ପାନ ଆବାଦ କରନ୍ତି]