Jump to content

ବରଟୀ

ଉଇକିଅଭିଧାନ‌ରୁ

ବରଟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ; (ବରଟ+ସ୍ତ୍ରୀ. ଈ)

[ସମ୍ପାଦନା]

ରାଜହଂସୀ — Goose; a female swan.

ଗର୍ଭାଳସୀ ବରଟୀ ଗତିକି କରେ ରଟି ହଂସକ ବାଦେ ନାଦେ ବଳେ ଅଭିମନ୍ୟୁ. ବିଦଗଧ ଚିନ୍ତାମଣି