Jump to content

ବରଡ଼ା ପତ୍ର

ଉଇକିଅଭିଧାନ‌ରୁ

ବରଡ଼ା ପତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବରଡ଼ା ପତର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିରାଟ)

[ସମ୍ପାଦନା]
୧. ନଡ଼ିଆ ଓ ତାଳ ଗଛର ବାହୁଙ୍ଗାର ଦୁ ପାଖରେ ସଂଲଗ୍ନ ପତ୍ର — ୧. The leaves attached to the ridge of the bough of cocoanut and plam trees.

[ଦ୍ରଷ୍ଟବ୍ୟ —ଏ ପତ୍ରମାନ ସାମାନ୍ୟ ପବନରେ ଥରନ୍ତି, ଏଥିପାଇଁ କୌଣସି ବ୍ୟକ୍ତିର ଦେହ କମ୍ପିଲେ ଲୋକେ କହନ୍ତି ତା ଦିହ ବରଡ଼ାପତ୍ର ପରି ଥରୁଛି]

ଅନୁବାଦ

[ସମ୍ପାଦନା]
୨. ନଡ଼ିଆ ଓ ତାଳ ଗଛର ବାହୁଙ୍ଗା — ୨. Branches of cocoanut and palm trees.