ବରଡ଼ିଆ
ଦେଖଣା
ବରଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରଡ଼ିଆ
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ବଷ୍କୟଣୀ)
[ସମ୍ପାଦନା]ଯେଉଁ ଗାଈର ବାଛୁରୀ ବଡ଼ ହୋଇ ଯିବାରୁ ଗାଈ ଆଉ ଦୁଧ ଦିଏ ନାହିଁ; କିମ୍ୱା ଅତି ସାମାନ୍ୟ ଦୁଧ ଦିଏ; ପଡ଼ିଆ ଗାଈ —A milch cow which has gone dry owing to its calf becoming old.