Jump to content

ବରଣମାଲ୍ୟ

ଉଇକିଅଭିଧାନ‌ରୁ

ବରଣମାଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବରଣ+ମାଳା; ମାଲ୍ୟ)

[ସମ୍ପାଦନା]

ସ୍ୱୟମ୍ୱର ସଭାରେ କନ୍ୟା ବରଙ୍କୁ ବରଣ କରିବା ନିଦର୍ଶନସ୍ୱରୂପ ତାଙ୍କ ବେକରେ ଯେଉଁ ଫୁଲମାଳ ଲମ୍ୱାଇ ଦିଏ —A chaplet of flowers which a bride puts round the neck of the selected bridegroom at the competition parade.