ବରଣମାଳା
ସ୍ୱୟମ୍ୱର ସଭାରେ କନ୍ୟା ବରଙ୍କୁ ବରଣ କରିବା ନିଦର୍ଶନସ୍ୱରୂପ ତାଙ୍କ ବେକରେ ଯେଉଁ ଫୁଲମାଳ ଲମ୍ୱାଇ ଦିଏ —A chaplet of flowers which a bride puts round the neck of the selected bridegroom at the competition parade.