Jump to content

ବରଣା

ଉଇକିଅଭିଧାନ‌ରୁ

ବରଣା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷଣ - (ଅନ୍ୟ ଶବ୍ଦ ପରେ ଲାଗେ; ଯଥା— ହେମ—ବରଣା)

[ସମ୍ପାଦନା]

ବରଣର ସ୍ତ୍ରୀଲିଙ୍ଗ —Feminine or Baraṇā.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଳଣା (ଦେଖ) - —Baḻaṇā (See)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. କାଶୀ ନିକଟରେ ବହୁଥିବା ଛୋଟ ନଦୀ —୧. Name of a small river flowing near Benares.

[ଦ୍ରଷ୍ଟବ୍ୟ —ଏ ନଦୀ ଓ ଅସୀ ନାମକ ନଦୀର ନାମଦ୍ୱୟରୁ ବାରଣସୀ ନାମର ଉତ୍ପତ୍ତି]

୨. ସିନ୍ଧୁନଦୀର ଉପନଦବିଶେଷ —୨. Name of a tributary of the Indus.

[ଦ୍ରଷ୍ଟବ୍ୟ —ଏହା ଆଟକଠାରେ ବିପରୀତ ଦିଗରୁ ସିନ୍ଧୁନଦରେ ମିଳିଅଛି]

୩. ହରଡ଼ (ହିନ୍ଦୀ - ଶ.) —୩. A kind of pulse.