Jump to content

ବରଣିଆ

ଉଇକିଅଭିଧାନ‌ରୁ

ବରଣିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବରଣୀୟ)

[ସମ୍ପାଦନା]
୧. ଭୋଜନ ଆଦିକୁ ନିମନ୍ତ୍ରିତ —୧. Invited to a feast.
୨. ଯେଉଁ ବ୍ରାହ୍ମଣଙ୍କୁ ଦେବାରାଧନାଦି କରିବା ପାଇଁ ଯଜମାନ ବରଣ କରିଥାଆନ୍ତି —୨. (Brāhmaṇa) Commissioned to do worship to gods.