Jump to content

ବରଣ୍ଡ

ଉଇକିଅଭିଧାନ‌ରୁ

ବରଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ+କର୍ତ୍ତୃ. ଅଣ୍ଡ)

[ସମ୍ପାଦନା]
୧. ମୁଖଜାତ ବ୍ରଣ; ଯୌବନ କଣ୍ଟକ —୧. Pimples on the face of young people; acne.
୨. ବାରଣ୍ଡା — ୨. Veranda; portico.
୩. ବନିସି ଡୋର (ହିନ୍ଦୀ - ଶ) — ୩. Angling string; the string of a fish-hook (Apte).
୪. ସମୂହ (ହିନ୍ଦୀ - ଶ) —୪. Multitude; collection; group (Apte).
୫. ଘାସ ଗୋଛା ବା ଗଦା (ହିନ୍ଦୀ - ଶ) —୫. A bundle or heap of grass (Apte).
୬. ଦୁଇ ହାତୀ ଲଢ଼ାଲଢ଼ି ନ ହେବା ପାଇଁ ହାତୀଶାଳରେ ଦୁଇ ହାତୀଙ୍କ ରହିବା ସ୍ଥାନ ମଧ୍ୟରେ ଦିଆଯିବା କାନ୍ଥ (ହିନ୍ଦୀ - ଶ) —୬. A well raised between the stables of two quarrelsome elephant.
୭. କୁର୍ତ୍ତାର ପକେଟ୍ —୭. Pocket (Apte).