ବରଣ୍ଡା
ଦେଖଣା
ବରଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବରଣ୍ଡ; ବାରୁଣ୍ଡୀ=ଦ୍ୱାର ପିଣ୍ଡ; ଫାରାସୀ - ବରାମ୍ଦା)
[ସମ୍ପାଦନା]ବାରଣ୍ଡା; ଦ୍ୱାରପିଣ୍ଡ; ଗୃହର ଦ୍ୱାରସମ୍ମୁଖସ୍ଥ ପିଣ୍ଡା; ଅଢ଼ଙ୍ଗ —Veranda; portico; porch.
ବରଣ୍ଡା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃ. ଧାତୁ+କରଣ. ଅଣ୍ଡ+ଆ)
[ସମ୍ପାଦନା]- ୧. କଟୁରୀ (ହିନ୍ଦୀ - ଶ.) —୧. Billhook.
- ୨. ବତୀ; ବଳିତା — ୨. Lamp-wick (Apte).
- ୩. ସାରିକାପକ୍ଷୀ — ୩. The hill-myna bird (Apte).