ବରଣ୍ଡୀ
(ଶିଳ୍ପଶାସ୍ତ୍ର) ଦେଉଳର କାନୁସ ବା ବନ୍ଧନର ଉପରେ ଓ ତଳେ ଥିବା କାନ୍ଥର ଅଂଶଦ୍ୱୟ; ପ୍ରଥମ ବରଣ୍ଡୀ ଓ ଦ୍ୱିତୀୟ ବରଣ୍ଡୀ (ଦେଉଳ ତଳେ ନୋଟ୍ ଓ ଚିତ୍ର ଦେଖ) —Paticular parts of the structure of a temple.