ବରତନ
ଦେଖଣା
ବରତନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତନ; ବୃତ୍ତି; ବେତନ)
[ସମ୍ପାଦନା]- ୧. ବେତନ —୧. Pay.
ପାଇକଙ୍କ ଯେ ବରତନ ଯଥା କାଳେ ଦେଉଛି ଟିକି ନୃପ ନ ପାଶୋରି ଢାଳେ କୃଷ୍ଣସିଂହ. ମହାଭାରତ. ସଭା
ଅନୁବାଦ
[ସମ୍ପାଦନା]- ୨. ଧୋବା, ଭଣ୍ଡାରି, ବଢ଼େଇ ଗୃହର କାର୍ଯ୍ୟ କରିବା ଯୋଗୁଁ ବର୍ଷରେ ଥରେ ପାଇବା ପାରିଶ୍ରମିକ — ୨. Annual wages paid to a washerman, barber and carpenter rendering service to a house-holder.
ଅନୁବାଦ
[ସମ୍ପାଦନା]- ୩. (ହିନ୍ଦିରୁ ଅନୁକୃତ)—ବାସନ; ତୈଜସ ପତ୍ର — ୩. Utensil.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ବର୍ତ୍ତନ (ଦେଖ) - Bartana (See)