Jump to content

ବରତନ ସାଧିବା

ଉଇକିଅଭିଧାନ‌ରୁ

ବରତନ ସାଧିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦାଉ ସାଧିବା — ୧. To take vengeance.

[ଦ୍ରଷ୍ଟବ୍ୟ —ଧୋବା ଭଣ୍ଡାରିଙ୍କୁ ଯେଉଁ ଗୃହସ୍ଥ ବରତନ ଦେବାରେ ହରକତ କରିଥାଏ ତାହାର କୌଣସି ନିମିତ୍ୟ ପର୍ବ ପଡ଼ିଲେ ସେହି ଅଦଉତିରେ ଧୋବା ଭଣ୍ଡାରି ଉକ୍ତ ଗୃହସ୍ଥର କାର୍ଯ୍ୟରେ ଢିଲା କରି ତାକୁ ନାନା ପ୍ରକାର ହଟହଟାରେ ପକାନ୍ତି ବୋଲି ଏହି ଅର୍ଥ ହୋଇଅଛି]

ଅନୁବାଦ

[ସମ୍ପାଦନା]
୨. (ଧୋବା ଭଣ୍ଡାରି) ଗ୍ରାମବାସୀଙ୍କଠାରୁ ବାର୍ଷିକ ପାରିଶ୍ରମିକ ଆଦାୟ କରିବା —୩. (the barber and washerman) To collect the annual wages from each of the villagers.