ବରତ୍ରା
ଦେଖଣା
ବରତ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବର+ତ୍ରୈ ଧାତୁ+କର୍ତ୍ତୃ. ଅ+ଆ)
[ସମ୍ପାଦନା]ଛଣପଟର ମୋଟ ଦଉଡ଼ି (ହିନ୍ଦୀ - ଶବ୍ଦସାଗର) — A thick hempen rope.
ବରତ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବର+ତ୍ରୈ ଧାତୁ+କର୍ତ୍ତୃ. ଅ+ଆ)
[ସମ୍ପାଦନା]- ୧. ଚମଡ଼ା ପଟୀ —୧. A strap or girth of leather (Apte).
- ୨. ଚମଦଉଡ଼ି —୨. Thong (Apte).
- ୩. ହାତିର ବା ଘୋଡ଼ାର ପେଟୀ —୩. The girth of an elephant or horse (Apte).