Jump to content

ବରଦ

ଉଇକିଅଭିଧାନ‌ରୁ

ବରଦ

ଉଚ୍ଚାରଣ

[ସମ୍ପାଦନା]

(ବରପ୍ରଦ, ବରଦାତା—ଅନ୍ୟରୂପ)

(ବରପ୍ରଦା, ବରଦା, ବରଦାତ୍ରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବର+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ବର ଦାନ କରେ; ଅଭୀଷ୍ଟଫଳଦ —୧. Granting a boon.
୨. ପ୍ରସନ୍ନ — ୨. Satishfied; propitiated; pleased.

ବିଶେଷ୍ୟ -

[ସମ୍ପାଦନା]
୧. ପ୍ରସନ୍ନତାଦ୍ୟୋତକ ହସ୍ତାଦି ବିନ୍ୟାସ୍ୱରୂପ ମୂଦ୍ରାବିଶେଷ — ୧. A kind of posture of the hand and other. limbs indicating satisfaction.
୨. ଲେଉଟିଆ (କବିରାଜ ହରେକୃଷ୍ଣ—ଦ୍ରବ୍ୟଗୁଣ) — ୨. A kind of potherb; Amaranthes Polygamus.