Jump to content

ବରଦକ୍ଷିଣା

ଉଇକିଅଭିଧାନ‌ରୁ

ବରଦକ୍ଷିଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ବର+ଦକ୍ଷିଣା)

[ସମ୍ପାଦନା]

ବିବାହବେଦୀରେ କନ୍ୟାଦାନ କାଳରେ କନ୍ୟାପିତାଙ୍କର ବରଙ୍କୁ ଦେବା ଧନାଦି —Present made to the bridegroom by the bride's father while bestowing the hand of the bride on him (Apte).