Jump to content

ବରଦଳି

ଉଇକିଅଭିଧାନ‌ରୁ

ବରଦଳି

ଉଚ୍ଚାରଣ

[ସମ୍ପାଦନା]

(ବର୍ଦ୍ଦଳି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚକ୍ରାକାର ଅସ୍ତ୍ରବିଶେଷ —A kind of circular weapon.

ଧରି ରଣୋନ୍ନାଦେ ଯମ ଚକ୍ର ପ୍ରାୟେ କରେ ବକ୍ର ବରଦଳି ରାଧାନାଥ—ମହାଯାତ୍ରା