Jump to content

ବରଦା

ଉଇକିଅଭିଧାନ‌ରୁ

ବରଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବରଦ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଦୁର୍ଗା —୧. Durgā.
୨. ସରସ୍ୱତୀ —୨. Goddess of learning.
୩. ଅଶ୍ୱଗନ୍ଧା —୩. A medicinal plant.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବରଦର ସ୍ତ୍ରୀଲିଙ୍ଗ —Feminine of Barada.