Jump to content

ବରଦାନ

ଉଇକିଅଭିଧାନ‌ରୁ

ବରଦାନ

ଉଚ୍ଚାରଣ

[ସମ୍ପାଦନା]

(ବରପ୍ରଦାନ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବର+ଦାନ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ଅଭୀଷ୍ଟସିଦ୍ଧିସୂଚକ ବର ଦେବା — ୧. Granting of a boon.
୨. ତୀର୍ଥବିଶେଷ —୨. The name of a sacred place.

ବରଦାନ ତୀର୍ଥକୁ କଲେ ଦରଶନ କରିଥିବା ପାତକ ହୁଅଇ ଧ୍ୱଂସନ କୃଷ୍ଣସିଂହ, ମହାଭାରତ ବନ