ବରଦାସ୍ତ
ବରଦାସ୍, ବର୍ଦାସ୍, ବର୍ଦାସ୍ତ,ଅନ୍ୟରୂପ
ସହନ; ସହିବା — Bearing; endurance.
ସହ୍ୟ —Bearable; endurable.
ସେମାନଙ୍କର କଷ୍ଟ ଦେଖିବା ମିଆଁଙ୍କର ବରଦାସ୍ତ ହେଉ ନ ଥିଲା ଫକୀରମୋହନ—ଛମାଣ ଆଠଗୁଣ୍ଠ