Jump to content

ବରଦ କାଳ

ଉଇକିଅଭିଧାନ‌ରୁ

ବରଦ କାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦେବତାଙ୍କର ବରଦେବାର ଉପଯୁକ୍ତ ସମୟ — Opportune or fit time or moment of a Deity granting a boon.

ବାଗ୍ଦେବୀ ଆସି ବସିଲେ ଗଳେ କୁମ୍ଭକର୍ଣ୍ଣର ବରଦକାଳେ ନିଦ୍ରା ମୁଁ ଯିବି ବୋଲି ଚପଳେ ମାଗିଲା ତଥି ଯେ ଭଞ୍ଜ. ବୈଦେହୀଶବିଳାସ