Jump to content

ବରଧରା

ଉଇକିଅଭିଧାନ‌ରୁ

ବରଧରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବର୍ଦ୍ଧରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର+ଧୃ ଧାତୁ)

[ସମ୍ପାଦନା]

କନ୍ୟାପକ୍ଷୀୟ ଯେଉଁ ବ୍ୟକ୍ତି ବିବାହ ହେବା ପାଇଁ ବରକୁ ବରଘରୁ ନିମନ୍ତ୍ରଣ କରି ସଙ୍ଗରେ ଆଣିବାକୁ ଯାଏ —A person who is sent from the bride's house to the bridegroom's house to fetch the latter for the marriage at the bride's place.