Jump to content

ବରଧୁତି

ଉଇକିଅଭିଧାନ‌ରୁ

ବରଧୁତି

ଉଚ୍ଚାରଣ

[ସମ୍ପାଦନା]

(ବର୍ଦ୍ଧୁତି—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବୃଦ୍ଧି)

[ସମ୍ପାଦନା]
୧. ବୃଦ୍ଧି —୧. Increase.
୨. ସୌଭାଗ୍ୟ ବୃଦ୍ଧି —୨. Increase of prosperity.
୩. ସୌଭାଗ୍ୟ; ଐଶ୍ଚର୍ଯ୍ୟ — ୩. Prosperity; affluence.