Jump to content

ବରନ

ଉଇକିଅଭିଧାନ‌ରୁ

ବରନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ଣ୍ଣ)

[ସମ୍ପାଦନା]

ବର୍ଣ୍ଣ, ରଙ୍ଗ —Colour.

ନାନାଜାତିବରନ ଫୁଲମାଳମାନ କୃଷ୍ଣସିଂହ. ମହାଭାରତ ସଭା

ଦେଶଜ - ବିଶେଷଣ - ପୁଂ. (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ)

[ସମ୍ପାଦନା]

ବର୍ଣ୍ଣଯୁକ୍ତ — Coloured.