ବରନିବା
ବର୍ଣ୍ଣିବା; ବର୍ଣ୍ଣନା କରିବା —To describe.
ପଦ ନଖ କୋଣ କଣକୁ, ରସବତୀ ମଣି ପଣକୁ, ସାଧାରଣେତର ଗୁଣକୁ ବରନି ପାରିବେ ନାହିଁ ଉଶନା କବିସୂର୍ଯ୍ୟ. ସଙ୍ଗୀତ